୩ ଆଇପିଏସ ଅଧିକାରୀ ଙ୍କ ପଦୋନ୍ନତି

ଶନିବାର ରାଜ୍ୟ ସରକାର ୩ ଆଇପିଏସ ଅଧିକାରୀ ଙ୍କୁ ଡିଜି ପାହ୍ୟା କୁ ମନୋନୀତ କରିଛନ୍ତି । ଏହି ୩ ଭାରତୀୟ ପୋଲିସ ଅଧିକାରୀ ହେଲେ ଶତ୍ରୁଜିତ ମହାନ୍ତି, ମନୋଜଛାବ୍ରା,ସୁରେନ୍ଦ୍ର ପନୱାଲ ସାଧଆରଣ ପ୍ରଶାସନ ବିଭାଗ ତରଫରୁ ପ୍ରକାଶ ପାଇଛି ଏହି ବିଜ୍ଞପ୍ତି । ୧୯୮୮ ବ୍ୟାଚ ର ଏହି ବରିଷ୍ଠ ଆଇପିଏସ ଅଧିକାରୀ ହେଲେ ସତ୍ୟଜିତ ମହାନ୍ତି , ମନୋଜ କୁମାର ଛାବ୍ରା ଡିଜି ପାହ୍ୟା କୁ ପଦୋନ୍ୱôିତ ହୋଇଥିବା ବେଳେ କେନ୍ଦ୍ର ଡେପୁଟେସନ ରେ ଥିବା ୧୯୮୭ ବ୍ୟାଚ ର ଆଇପିଏସ ଅଧିକାରୀ ସୁରେନ୍ଦ୍ର ପନୱାଲ ଙ୍କୁ ଡିଜି ପାହ୍ୟା କୁ ମନୋନୀତ କରିଛନ୍ତି କେନ୍ଦ୍ର ସରକାର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ