ଦୀନବନ୍ଧୁ ବିଜେଡି ଦଳିତ ସେଲ୍ ସମ୍ପାଦକ

ପଟ୍ଟାମୁଣ୍ଡାଇ(ଜୁଗାବ୍ଦ ନ୍ୟୁଜ୍‍): କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ଦଳିତ ଯୁବ ସଂଗଠକ ପଟ୍ଟାମୁଣ୍ଡାଇ ମାଳିପୁରର ଦୀନବନ୍ଧୁ ମଳିକଙ୍କୁ ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟ ବିଜେଡି ଦଳିତ ସେଲର ସାଧାରଣସଂପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ନୂତନ ନିଯୁକ୍ତି ପାଇଁ ତାଙ୍କୁ ଡ. ନିରାକାର ସାମଲ, ବିଶ୍ୱଜିତ ଦାସ, ନିର୍ମଳ ଚନ୍ଦ୍ର ବାଇ, ଦେବେନ୍ଦ୍ର ସ୍ୱାଇଁ, ଚକ୍ରଧର କାଣ୍ଡି, ସୁଶାନ୍ତ ଖୁଣ୍ଟିଆ ପ୍ରମୁଖ ଅଭିନନ୍ଦନ ଜଣାଇବା ସହିତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ