ଜଇଲୁଟିର ସମ୍ପାଦକ ଡ଼ମ୍ବୁରୁଧର ମହାପାତ୍ରଙ୍କ ବିୟେ।ଗରେ ଶେ।କସଭା

ବ୍ରହ୍ମପୁର-: ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ପକ୍ଷରୁ କେ।ରାପୁଟ ଜିଲାର ଜୟପୁର ଠାରୁ ଦୀର୍ଘଦିନ ଧରି ପ୍ରକାଶ ପାଇ ଅ।ସୁଥିବା ସମାଲେ।ଚନା ପତ୍ରିକା ଜଇଲୁଟିର ସମ୍ପାଦକ ଡ଼ମ୍ବୁରୁଧର ମହାପାତ୍ରଙ୍କ ବିୟେ।ଗରେ ସଂଗଠନ ମୁଖ୍ୟ କାର୍ଯ୍ୟାଳୟ ନବୀନ ଭବନ ଠାରେ ଏକ ଶେ।କସଭା ସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେ।ଇଯାଇଛି । ସଭାପତି ଶ୍ରୀ ରଥ ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତିଚାରଣ କରି ସେ ଜୀବନବ୍ୟାପି ଅନ୍ୟାୟ, ଭ୍ରଷ୍ଟାଚାର ବିରେ ।ଧରେ ତାଙ୍କ କଲମ ଚାଳନା କରି ବେଶ ଲେ।କପ୍ରିୟ ହେ।ଇପାରିଥିଲେ ବେ।ଲି କହିଥିଲେ । ତାଙ୍କ ବିୟେ।ଗରେ ସଂଘର ଅପୂରଣୀୟ କ୍ଷତି ଘଟିଲା ବେ।ଲି କହିବା ସହ ଶେ।କ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ଏହି ସଭାରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର କର୍ମକର୍ତ୍ତା ସରେ।ଜ ରଞ୍ଜନ ପଟ୍ଟନାୟକ, ଗୌରାଙ୍ଗ ଚୌଧୁରୀ, ନୃସିଂହାନନ୍ଦ ପାଢ଼ୀ, ସୁଶାନ୍ତ କର, କପିଳ ଚନ୍ଦ୍ର ମହାନ୍ତି, କୃଷ୍ଣଚନ୍ଦ୍ର ପାଳ, ମାନସ ତ୍ରିପାଠୀ, ସତ୍ୟ ନାରାୟଣ ତ୍ରିପାଠୀ, କାମରାଜୁ ମହାରଣା, ପବିତ୍ର ମେ ।ହନ ଚୌଧୁରୀ ପ୍ରମୁଖ ଯେ।ଗଦେଇ ସ୍ୱର୍ଗତ ଅ।ତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରଥମେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ