ନବଜାତ ଶିଶୁର ମୃତ ଦେହ ଉଦ୍ଧାର
ଭଂଜନଗର,(ସନ୍ତୋଷ କୁମାର ଜେନା): ଭଂଜନଗର ଥାନା ଅନ୍ତର୍ଗତ ଜାମପଲି ଗ୍ରାମ ନିକଟ ଏକ ଜମିରୁ ଏକ ନବଜାତ ଶିଶୁର ମୃତ ଦେହ ରବିବାର ରାତିରେ ଭାଷମାନ ଅବସ୍ଥାରେ ଦେଖିବାକୁ ମିଳିଛି । କେହି ଶିଶୁ ଟିକୁୂ ଜନ୍ମ ଦେଇ ଫୋପାଡି ଦେଇଥିବା ଅନୁମାନ କରାଯାଉଛି । ତେବେ ଜନ୍ମିତ ଶିଶୁଟିକୁୂ କିଏ ଫୋପାଡିଛି ସ୍ପଷ୍ଟ ଜଣାପଡିନାହିଁ । ସାମାନ୍ୟ ବର୍ଷା ହେଉଥିବା ବେଳେ ପାଣି ଭର୍ତ୍ତି ବିଲରେ ଏକ ଭାସମାନ ଅବସ୍ଥାରେ ମୃତଦେହ ଦେଖିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ତଦନ୍ତ ଜାରୀ ରଖିଛି ନା ନାହିଁ ସେ ବିଷୟରେ ଖବର କିଛି ହସ୍ତଗତ ହୋଇନାହିଁ ।