ପୁଲଓ୍ବାମା ଶହୀଦଙ୍କ ପାଇଁ କେଣ୍ଡେଲ ଶୋଭାଯାତ୍ରା

ରାଇରଙ୍ଗପୁର- ୧୪ ଫେବୃଆରୀ ୨୦୧୯ ଏହି ଦିନରେ ଜାମ୍ମୁ କାଶ୍ମୀର ର ପୁଲଓ୍ବାମାଠାରେ ଯବାନଙ୍କୁ ପରିବହନ କରୁଥିବା ବସ ଉପରକୁ ଆତଙ୍କବାଦୀଙ୍କ ବୋମା ବିସ୍ଫୋରଣ ଘଟଣାରେ ୪୦ରୁ ଉର୍ଦ୍ଧ୍ବ ସୈନିକ ଶହୀଦ ହୋଇଥଲେ ।ସେହି ମହାନ ଶହୀଦଙ୍କୁ ସମ୍ମାନାର୍ଥେ ରାଇରଙ୍ଗପୁର ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବଜରଙ୍ଗ ଦଳ,କଲେଜ ଛାତ୍ର ଛାତ୍ରୀ ଏବଂ ଅଗ୍ରଣୀ ମହିଳା ଅନୁଷ୍ଠାନ ‘ମା ବୈଷ୍ଣବୀ ଦେବୀ ମହିଳା ସମିତି ଆନୁକୁଲ୍ୟରେ ଏକ ବିଶାଳ କେଣ୍ଡେଲ ଶୋଭାଯାତ୍ରା ଶହ ଶହ ସଂଖ୍ୟାର ଯୋଗ ଦେଇ କେଣ୍ଡେଲ ଧରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଓ ପରେ ରାଇରଙ୍ଗପୁର ସହର ପରିକ୍ରମା କରି ବିଜୁ ବିଜୁପଟ୍ଟନାୟ ଛକ ଠାରେ ସମସ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ