ନିର୍ବାଚନରେ ଗ୍ରାମ ବିରୋଧୀ ଭୋଟ ଦେବା ଯୋଗୁଁ ଗ୍ରାମର ବାସନ୍ଦ ସହ ଜୋରିମାନା

ଗୋଳନ୍ଥରା ଥାନା ଅଧିନ ପାଟି ସୁନାପୁର ଗ୍ରାମର ବାସିନ୍ଦଙ୍କୁ ନିର୍ବାଚନରେ ଗ୍ରାମ ବିରୋଧୀ ଭୋଟ ଦେଇଥିବା ଯୋଗୁଁ ଗ୍ରାମ ବାସନ୍ଦ ସହ ଜୋରିମାନା ପକାଯାଇଛି । ଥାନା ସହ spଙ୍କୁ ଭେଟିବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ପରେ ଗ୍ରାମର 20ରୁ ଉର୍ଦ୍ଧ୍ୱ ଲୋକ ଉପଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ