ସୁରକ୍ଷା କର୍ମୀ ଗୁଳିରେ ୫ ମାଓବାଦୀ ନିହତ

କୋରାପୁଟ ,(ଯୁଗାବ୍ଦ ନ୍ୟୁଜ ) : କୋରାପୁଟ ଓ ଆନ୍ଧ୍ରସୀମା ଡିଭିଏଫ ଓ ଏସଓଜି ଯବାନ ମିଳିତ ଭାବରେ କମ୍ବିଂ ଅପରେସନ ସମୟରେ ନକ୍ସଲ ଓ ସୁରକ୍ଷାକର୍ମୀ ମଧ୍ୟରେ ଗୁଳିବିନି ହୋଇଛି । ସୁରକ୍ଷାକର୍ମୀ ଗୁଳିରେ ୫ ନକ୍ସଲ ନିହତ ହୋଇଛନ୍ତି । ୫ ଜଣଙ୍କ ମଧ୍ୟରେ ୩ ଜଣ ମହିଳା ମାଓବାଦୀ ରହିଛନ୍ତି । ନକ୍ସଲ ମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । କୋରାପୁଟ ଏ୍ସପି କନୱାର ବିଶାଳ ସିଂ ସୁୂଚନା ଦେଇଛନ୍ତି । ସଦା ସର୍ବଦା କୋରାପୁଟକୁ ଲାଲଗଡ କୁହାଯାଉଥିବା ବେଳେ ସଦାବେଳେ ପୋଲିସ ତରଫରୁ ସଜାଗ ରହିଥାନ୍ତି । କୋରପୁଟର ବାହିନୀ କୁ ବଡଧରଣର ସଫଳତା ମିଳିଛି ବୋଲି କୋରାପୁଟ ଏସପି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ