କଳାହାଣ୍ଡି ,(ଯୁଗାବ୍ଦ ନ୍ୟୁଜ୍):ଭବାନୀପାଟଣା ରିଜର୍ଭ ପୋଲିସ କାର୍ଯ୍ୟାଳୟ ପରିସରରେ ଶନିବାର କଳାହାଣ୍ଡି,କନ୍ଧମାଳ,ରାୟଗଡା ପୋଲିସର ମିଳିତ ଆନୁକୁଲ୍ୟରେ ମାଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୋଲିସ ଡିଜି ଅଭୟ ଓ ଦକ୍ଷିଣାଞ୍ଚଳ ଡିଆଇଜିସଫିନ୍ ଅହମ୍ମଦ,ଡିଜି ଗୁଇନ୍ଦା ସତ୍ୟଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।