ରିଲିଫ୍ ପାଇଲେ ବିନା ରାସନକାର୍ଡଧାରୀ

ଡେଲାଙ୍ଗ (ଜୁଗାବ୍ଦ ନ୍ୟୁଜ୍‍):ଫାନି ବାତ୍ୟା ପରେ ସରକାର ରାସନକାର୍ଡ ଧାରୀଙ୍କୁ ରିଲିଫ୍ ଦେଇଥିବାବେଳେ ବିନା ରାସନ କାର୍ଡଧାରୀଙ୍କୁ ଦେଇନଥିଲେ । ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଡେଲାଙ୍ଗ ବ୍ଲକ୍ରେ ବିନା ରାସନାକାର୍ଡଧାରୀଙ୍କୁ ରିଲିଫ୍ ପ୍ରଦାନ ପାଇଁ ସରକାରଙ୍କ ଦ୍ୱାରା ମଞ୍ଜୁର କରାଯାଇଥିବା ୫୦ କେଜି ଚାଉଳ, ୩ ହଜାର ଟଙ୍କା ପଞ୍ଚାୟତମାନଙ୍କରେ ବିଚରଣ କରାଯାଇଥିବା ବିଡିଓ କ୍ଷୀରୋଦର ପ୍ରଧାନ ସୂଚନା ଦେଇଛନ୍ତି । ଏହି ବିତରଣ ପ୍ରକ୍ରିୟା ଜୁନ୍ ୩ ତାରିଖ ସୁଦ୍ଧା ସମସ୍ତ ବିନା ରାସନକାର୍ଡଧାରୀଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ