କୃଷ୍ଣଚନ୍ଦ୍ର ଗଜପତି ଙ୍କ ପ୍ରତି ମୃତ୍ତି ଉପରେ ପୁଷ୍ପ ମାଲ୍ୟ ଅର୍ପଣ

ଗଜପତି,(ଅଂଶୁମାନ ପଣ୍ଡା):ମୋହନା ରେ ଲୋକ ଡାଉନକୁ ଆଖିରେ ରଖି ଶାନ୍ତି ପୂର୍ଣରେ ନିଜ ଭିତରେ ଦୂରତା ରଖି ଗ୍ରାମ ମୁଖ୍ୟ ପ୍ରତାପଚନ୍ଦ୍ରପାତ୍ର ସମାଜ ଶେବି ମନ୍ମଥ ମିଶ୍ର ରବି ସାମନ୍ତରାୟ ବାବୁ ଚୌଦୁରି ସାମ୍ବାଦିକଅଂଶୁମାନ ପଣ୍ଡା ଉପସ୍ଥିତ ରହି ଉତ୍କଳ ଦିବସ ରେ ଗଜପତି ଓ ଓଡ଼ିଶାର ମହୁଡମଣି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଙ୍କ ପ୍ରତି ମୃତ୍ତି ଉପରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ଧୂପ ଦେଇଥିଲେ ସମସ୍ତେ ପ୍ରାର୍ଥନା କରିଥିଲେ ଯେମିତି ଏ ଓଡିଶାରୁ କରନା ନୋ ହଉ ଏବଂ ଏହାଠୁ ଦୁରାଇବା ପାଇଁ ସମସ୍ତଙ୍କୁ ଅନୁରଧକରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ