ପିତା ଙ୍କ ସର୍ତ୍ତରେ ଅବିବାହିତା ଏକତା
୭୦ ଓ ୮୦ ଦଶକର ବଲିଉଡ ର ସୁପର ହିଟ ଅଭିନେତା ଜିତେନ୍ଦ୍ର ଙ୍କ ଅଲିଅଳି କନ୍ୟା ଏକତା ଟେଲି ପରଦାରେ ଗୋଟିଏ ପରେ ଗୋଟିଏ ହିଟ ସିରୟଲ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଏବେ ନିଜର ପରସନାଲ ଲାଇକ ସେୟାର କରି ବି ଟାଉନ ରେ ଶୀରନାମା ପାଲଟିଛନ୍ତି ଟେଲି କୁଇନ ଏକତା । ଏକତା ଙ୍କ ଆନେକ ହିଟ ସିରିୟଲ ଅଛି ଶାଶୁ ବହୁ ବିବାହ ଆଦି ପାରମ୍ପାରିକ ଧର୍ମୀ ଟେଲି ସିରିୟଲ କୁ ନିଖୁଣ ଭାବେ ଫିଟାଇ ପାରିଛନ୍ତି ଏକତା । ଆଉ ଏବେ ସେ ନିଜର ସିଙ୍ଗଲ ଲାଇଫ ପାଇଁ ଚର୍ଚ୍ଚା ରେ ଅଛନ୍ତି । ବଲିଉଡ ରେ ଅନେକ ହିଟ ଯୋଡି ବନ୍ଧନ ରେ ବାନ୍ଧି ହୋଇସାରିଥିବା ପରେ ଆଜି ବି ନିଜର ନିଆରା ଜୀବନ ବିତାଉଛନ୍ତି ଏହି ଟେଲି କୁଇୁନା ସରୋଗେସି ଦ୍ୱାରା ଏକ ପୁତ୍ର ସନ୍ତାନର ମାଁ ହୋଇଛନ୍ତି ଏକତା । କୁହାଯାଉଛି ବାପାଙ୍କ ସର୍ତ୍ତ ଏଥି ପାଇଁ ଦାୟୀ । ବିବାହ କରିବା କିମ୍ବା କାମ କରିବା ଭିତରୁ ଯେ କୌଣସି ଗୋଟିଏ ବାଛିବାକୁ ଜିତେନ୍ଦ୍ର କହିଥିଲେ । ଅନ୍ୟ ପଟେ ବିବାହ ବିଚ୍ଚେଦ ଘଟଣା ତାଙ୍କୁ ବହୁତ ମର୍ମାହତ କରିଥିଲା । ସେଥିପାଇଁ ବିବାହ ପାଇଁ ତାଙ୍କର ଆନ୍ତରିକତା ଇଚ୍ଚା ରହିଲାନାହଁ ଏବଂ ସେ ନିଜର କାମ କୁ ଅଧିକ ପ୍ରାଥମିକତା ଦେଇଥି ଲେ । ସମ୍ବାଦିକ ମାନଙ୍କୁ ସେ କୌତୁହଳ କରି କହିଥିଲେ ସଲମାନ ବିବାହ କରିବାର ଦୁଇ ତିନି ବର୍ଷ ପରେ ବିବାହ କରିବେ ।