ବିଦୂତ ସଂସ୍ପର୍ଶରେ ଆସି ଭାଲୁ ମୃତ୍ୟୁ

କଳାହାଣ୍ଡି:ଜିଲ୍ଲା ଜୟପାଟଣା ବ୍ଲକ ଉଚୁଲା ପଞ୍ଚୟତ ଘଣ୍ଟିଗୁଡା ଗ୍ରାମ ନିକଟରେ ଥିବା ଚାଷଜମି ଉପରେ ଓହଳି ରହିଥିବା ୧୧ କେଭି ବିଦୂତ ତାର ଛିଣ୍ଡି ପଡିଥିଲା ଏହି ସମୟରେ ଏକ ଜଙ୍ଗଲି ଭାଲୁ ବିଦୂତ ସଂସ୍ପର୍ଶରେ ଆସିବାରୁ ଘଟଣା ସ୍ଥଳ ରେ ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି ଘଟଣାସ୍ଥଳରେ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ