ଦ୍ୱିତୀୟ ପର୍ଯ୍ୟାୟ ସ୍ଥିତି ସମୀକ୍ଷା କରି ଫେରିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡି.ଆଈ.ଜି 

କୋରାପୁଟ,(ଓ୍ବାଇଏନ୍ଏସ୍):ଜୟପୁର ରେ ଲକ ଡାଉନ ର ଦ୍ୱିତୀୟ ପର୍ଯ୍ୟାୟ ସ୍ଥିତି ସମୀକ୍ଷା କରି ଫେରିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡି.ଆଈ.ଜି  ସୋଫିନ ଅହମଧ କେ।ସେ ମୁଖ୍ୟ ରାସ୍ତା ରେ ଚାଲି ଚାଲି ବୁଲିବା ସହ ହୋମଗାର୍ଡ .ବ୍ୟଙ୍କ ସମୁଖ ରେ ଛିଡା ହୋଇଥବା ହିତାଧିକାରୀ ..ସ୍ଥାନୀୟ ବାସିନ୍ଦା ଙ୍କୁ ଲକ ଡାଉନ ଉପରେ ପଚାରି ଭୁଜିଥିଲେ।ସାମାଜିକ ଦୂରତା କିପରି ରଖାଯାଉଛି ସେ ଉପରେ ଗୁରୁତ୍ୱ ଦେଇଥିଲେ।ସମୀକ୍ଷା ସମୟ ରେ ଉପସ୍ଥିତପୋଲିସ ଅଧିକାରୀ ଙ୍କୁ ଅବ୍ୟସଗତ ଅପରାଧୀ ତଥା ଲକ ଡାଉନ ନିୟମକୁ ମାନୁ ନ ଥିବା ଅମାନିଆ ଉପରେ ଦୁର୍ଷ୍ଟି ଦେବା ପାଇଁ ନିର୍ଦେଶ ଦେଇଥିଲେ। ଡି.ଆଈ.ଜି  ଙ୍କ ସହ ଜିଲା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ