ଭିଶ୍ମଗିରିପଞ୍ଚାୟତରେ ଚାଲିଛି ଲାଠିପକା ସାଙ୍ଗକୁ ଜାଲରେ ମାଛଧରା
ଦିଗପହଣ୍ଡି , (ଯୁଗାବ୍ଦ ନ୍ୟୁଜ) ଭିଶ୍ମଗିରିପଞ୍ଚାୟତର ଅପାରକତା ଜୋଗୁଁ ବେଧଡକ ଚାଲିଛି ନୁଆଁବନ୍ଧରୁ ଚାଲିଛି ମାଛଧରା । ଏଥିରେ ସ୍ଥାନିୟ ୱାଡମେମ୍ବର କିମ୍ବା ସରପଞ୍ଚର କୌଣସି ପ୍ରତିକ୍ରିୟା ନାହିଁ । ଦେଖିବା ଲୋକ କହିଲେ ହେଉଛନ୍ତି ଆକ୍ରମଣର ଶିକାର। ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ଦିନରାତି ଚାଲିଛି ଲାଠିପକା ସାଙ୍ଗକୁ ଜାଲରେ ମାଛଧରା । ବିଶେଷ ସୁତ୍ରରୁ ପ୍ରକାଶ ଯେ ଜଣେ ପଞ୍ଚାୟତ କର୍ମଚାରି କହିଛନ୍ତି ଯେ ଚଳିତ ବର୍ଷ ଆମେ ଠାକୁରାଣିଛକ ସ୍ତିତ ନୂଆଁବନ୍ଧରେ ମାଛ ଛାଡିନଥିବା ଜୋଗୁଁ କେହିଧରି ବିକ୍ରି କଲେମଧ୍ୟ ଆମେ କିଛି କହିପାରିବୁ ନାହିଁ । ତେଣୁ ପ୍ରଶାସନ କେତେଦୁର ତତପର ଛକବାସିନ୍ଦା ଜାଣିବାପାଇଁ ଚାହିଁରହିଛନ୍ତି ।


