ପ୍ରେମ ଓ ବିଚ୍ଚେଦ ର ତଡକା ନେଇ ପରଦାକୁ ଆସିଲା କବୀର ସିଂହ

ଫିଲ୍ମି ଫ୍ରାଇଡେ ରେ ରିଲିଜ ହୋଇସାରିଛି ଶାହିଦ କପୁର ଙ୍କ କବୀର ସିଂହ । ଏହାର ଟ୍ରେଲର ରିଲିଜ ହେବା ପରେ ସୋସିଆଲ ମିଡିଆରେ ଦର୍ଶକ ଙ୍କ ନାହିଁ ନଥିବା କ୍ରେଜ ଦେଖିବାକୁ ମିଳିଛି ଓ ଫିଲ୍ମି ର ଗୀତ ଗୁଡିକୁ ବହୁତ ଭଲ ରେସପନ୍ସ ଦେଖିବାକୁ ମିଳିଛି । ପ୍ରେମ, ବିଚ୍ଛେଦ ଏବଂ ବର୍ବାଦ୍କୁ ନେଇ ତିଆରି ହୋଇଥିବା ଏହି ଫିଲ୍ମରେ ସାହିଦ୍ କପୁର୍ଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ, ଚଳଚ୍ଚିତ୍ରରେ କିଆରା ଆଡ଼ଭାନୀଙ୍କୁ ଶାହିଦଙ୍କ ବିପକ୍ଷ ନାୟିକା ଭାବେ ଦେଖିବାକୁ ମିଳିଛି। ପରଦାରେ ଦୁହିଁଙ୍କ ଯୋଡ଼ିକୁ ଦର୍ଶକ ଖୁବ୍ ପସନ୍ଦ କରୁଥିବା ଜଣାପଡ଼ିଛି । ଏହି ଚଳଚ୍ଚିତ୍ର ଯୁବ ପିଢି ଙ୍କ ମହଲରେ ଆଦୃତ ହେବ ବୋଲି ସିନେ ସମୀକ୍ଷକ କହିଛିନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ