ନିମପୁରଶାସନ କୃଷକ କ୍ଲବ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ହଜାର ଦାନ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନିମପୁରଶାସନ କୃଷକ କ୍ଲବ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କରୋନା ମୁକାବିଲା ନିମନ୍ତେ ୨୦ହଜାର ୫୧ଟଙ୍କା ପ୍ରଦାନ କରାଯାଇଛି । ନିମପୁରଶାସନ କୃଷକ କ୍ଲବର ସଭାପତି ହରେକୃଷ୍ଣ ଦାଶ ଓ ସମ୍ପାଦକ ତ୍ରୈଲୋକ୍ୟ ନାଥ ପରିଡା ପ୍ରମୁଖ ଜିଲ୍ଲାପାଳଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ଏହି ଅର୍ଥର ଚେକ ପ୍ରଦାନ କରିଥିଲେ ।