କଂଗ୍ରେସର ବିଧାୟକ ଦଳର ନେତା ହେଲେ ନରସିଂହ ମିଶ୍ର

(ଯୁଗାବ୍ଦ ନ୍ୟୁଜ) କଂଗ୍ରେସର ବିଧାୟକ ଦଳର ନେତା ଭାବେ ସର୍ବ ସମ୍ମତି କ୍ରମେ ବରିଷ୍ଠ ନେତା ତଥା ବଲାଙ୍ଗୀରର ବିଧାୟକ ନରସିଂହ ମିଶ୍ରଙ୍କୁ ଚୟନ କରିଛି ଏଆଇସିସି । ଏହା ସହ ବରିଷ୍ଠ କଂଗ୍ରେସ ନେତା ସନ୍ତୋସ ସିଂ ସାଲୁଜାଙ୍କୁ ଉପନେତା ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ବିଧାୟକ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇଚି କଂଗ୍ରେସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ