୨ ବାଇକ ମୁହାଁମୁହିଁ କଲେଜ ଛାତ୍ର ମୃତ ,ଆମ୍ବୁଲାନସକୁ ଦାୟୀ କଲେ ଲୋକେ

ମାଲକାନଗିରି : ପାଣିକୋଇଲି ନିକଟରେ ଗୁରୁବାର ଦୁଇବାଇକ ମୁହାଁମୁହିିଁ ଧକ୍କା ହୋଇଥିଲା । ଦୂର୍ଘଟଣାରେ ଯୁବକ ଜଣେ ଯୁବକ ଆହାତ ହୋଇଥିବାବେଳେ ଜଣେ କଲେଜ ଛାତ୍ର ଗୁରୁତର ଆହାତ ହୋଇଥିଲେ । ସ୍ଥାନୀୟ ଜନତା ସଂଗେ ସଂଗେ ଆମ୍ବୁଲାନ୍ସକୁ କଲ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ବିଳମ୍ଭରେ ଆସିବାରୁ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହ ମେଡିକାଲରେ ଉତ୍ୟକ୍ତ ଜାରୀ ରହିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ