କୋଦଳା କୋର୍ଟ ପରିସରରେ ବନ ମହୋତ୍ସବ କାଯ୍ୟକ୍ରମ ଅନୁଷ୍ଠିତ

କୋଦଳା,(ଗୁଲସନ୍ କୁମାର କର)ବନ ମହତ୍ସବ ଉପଲକ୍ଷେ କୋଦଳା କୋର୍ଟ ପରିସର ରେ ଚାରା ରୋପଣ କାର‌୍ୟ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଚାରା ରୋପଣ କାର‌୍ୟ୍ୟକ୍ରମ ରେ ସବ-ଜଡ଼ଜ ସତ୍ୟପ୍ରିୟ ଦାସ, ମାଜିଷ୍ଟ୍ରେଟ ସୁକନ୍ୟା ଶତପଥି, କୋଦଳା ବାର ଆସୋସିଏସନ ସଭାପତି ତାରିଣୀ ଚରଣ ପଟ୍ଟନାୟକ, ସମ୍ପାଦକ ଶୁଭ୍ର ଦାସ, ପୋଲସରା ର ରେଞ୍ଜର ଓ ଫରେଷ୍ଟର ମହୋଦୟ ଓ ଅନ୍ୟାନ ଆଇନୀଜୀବୀ, କୋର୍ଟ କର୍ମଚାରୀ ଯୋଗଦେବା ସହ ପ୍ରାୟ ୭୦ ଚାରା ରୋପଣ କରିଥିଲେ ସେଥିରେ ବାଦାମ, ଅଁଳା, ଆଦି ଚାରା ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ