ଜଙ୍ଗଲ ମଧ୍ୟରେ ଜୁଆ ଆଡ୍ଡା ଉପରେ ଚଢ଼ାଉ ଛଅଜଣ ଗିରଫ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲା ତାରସିଂ ପୋଲିସ ଗୁରୁବାର ଲେମ୍ବେଇ ନିକଟସ୍ଥ ମାଙ୍କଡ଼କୁମ୍ପା ଜଙ୍ଗଲରେ ଚାଲି ଥିବା ଜୁଆ ଆଡା ଉପରେ ଚଢ଼ାଉ କରି ୬ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ନଗଦ ୯ ହଜାର ୨୬୦ ଟଙ୍କା, ୬ଟି ବାଇକ୍‌ ସମେତ ଅନ୍ୟାନ୍ୟ ଜିନିଷ ପତ୍ର ଜବତ କରିଛି। ସୂଚନାଯୋଗ୍ୟ ଜଙ୍ଗଲ ମଧ୍ୟରେ ରେ ଜୁଆଖେଳ ଚାଲିଥିବା ନେଇ କୌଣସି ମତେ ସୂଚନା ପାଇଁ ତାରସିଂ ପୋଲିସ ଚଢ଼ାଉ କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ