ରଣପଡାରେ ବିଜେଡି ଲିଗାଲ ଫ୍ରଂଟ ପକ୍ଷରୁ ଇଦ ମୁବାରକ

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ପବିତ୍ର ଇଦ ଉଲ ଫିତର ଉପଲକ୍ଷେ ପୈାରାଚଂଳର ରଣପଡାରେ ଥିବା ରାଜା ମସଜିଦରୁ ମୁସଲମାନ ଭାଇମାନେ ସମୁହ ନମାଜ ପାଠ କରି ଫେରୁଥିବା ସମୟରେ ରାଜ୍ୟ ବିଜେଡି ଲିଗାଲ ଫ୍ରଂଟ ସଦସ୍ୟ ସଞ୍ଜୟ କୁମାର ଜେନା ସେଠାରେ ପହଁଚି ସମଦ୍ୱରତା ରକ୍ଷାକରି ସେମାନଙ୍କୁ ଇଦ ମୁବାରକ ଜଣାଇଥିଲେ । ୧୩ନମ୍ବର ୱାର୍ଡର ବିଜେଡି ସଭାପତି ସେକ ଇସୁଫଙ୍କ ସମେତ ତାଜୁଦ୍ଦିନ ଖାନ, ନସିର ଖାନ, ସେକ ଫିରୋଜ, ଗୟାସୁଦ୍ଦିନ ଖାନ, ସେକ ସଲିମ, ସେକ ସୁଲତାନ, ସେକ କାଳିଆ, ସେକ ନସିମ, ସେକ ମିନି, ସେକ ଟିକିବାବୁ, ସେକ ଲିଆକତ, ସେକ କରିମ ପ୍ରମୁଖ ଉପସ୍ଥିତ ଥିଲେ ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ