ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ
ବ୍ରହ୍ମପୁର, : ଅଖିଳ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସୂଚନା ଓ ଲେ ।କ ସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ରଙ୍କୁ ୭ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ସଂଘର ସଭାପତି ରବି ରଥଙ୍କ ନେତୃତ୍ୱରେ ଦାବିପତ୍ର ପ୍ରଦାନ କରାଯାଇଛି । ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଗୁଡ଼ିକର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ କରିବା ସହିତ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବିଜ୍ଞାପନ ନୀତି ପ୍ରଣୟନ କରିବା, ସରକାରୀ ଅନୁମେ ।ଦନ ଅପେକ୍ଷାରେ ଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକୁ ସରକାରୀ ସ୍ୱୀକୃତି ପ୍ରଦାନ କରିବା, କ୍ଷୁଦ୍ର ସମ୍ବାଦପତ୍ରଗୁଡ଼ିକୁ ପୂର୍ବଭଳି କ୍ଲାସିଫାଇଡ୍ ଓ ଲେଣ୍ଡ ଇକ୍ୟୁଏସନ୍ର ବିଜ୍ଞାପନ ପ୍ରଦାନ କରିବା, ଓଡ଼ିଶାରେ ସାମ୍ବାଦିକ ପେନସନ ଅ ।ଇନ ଲାଗୁ କରିବା, ସରକାରୀ ଅନୁମେ ।ଦନପ୍ରାପ୍ତ ସମ୍ବାଦପତ୍ର ଗୁଡ଼ିକର କାଯର୍ୟାଳୟ ପାଇଁ ଦିଲ୍ଲୀର ଅ ।ଇଏନଏସ ବିଲଡିଂ ଭଳି ଭୁବନେଶ୍ୱରରେ ସ୍ୱତନ୍ତ୍ର କେ ।ଠା ନିର୍ମାଣ କରାଯାଇ କାଯର୍ୟାଳୟ ଖେ ।ଲିବା ପାଇଁ ବ୍ୟବସ୍ଥା କରାଯାଉ, ସାମ୍ବାଦିକ ଅଧିସ୍ୱୀକୃତି ପତ୍ରଗୁଡ଼ିକୁ ଏକ ବର୍ଷ ପରିବର୍ତ୍ତେ ୩ ବର୍ଷ କରାଯାଉ, ଅନ୍ୟାନ୍ୟ ରାଜ୍ୟମାନଙ୍କରେ ସାମ୍ବାଦିକମାନଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯେ ।ଜନା କରାଯାଉଥିବା ବେଳେ ଓଡ଼ିଶା ସରକାର ଏ ଦିଗରେ ସମ୍ପୂର୍ଣ୍ଣ ପଛରେ ରହିଛନ୍ତି । ସମାଜର ସବୁ ବର୍ଗର ଲେ ।କଙ୍କ ପାଇଁ ବିଭିନ୍ନ ଯେ ।ଜନା କରାଯାଉଥିବା ବେଳେ ଓଡ଼ିଶାରେ କାଯର୍ୟରତ ସାମ୍ବାଦିକଙ୍କୁ ଅବହେଳା କରାଯାଉଛିି । ଗତ ସାଧାରଣ ବଜେଟରେ ଚତୁର୍ଥ ସ୍ତମ୍ଭ ପ୍ରତି କୌଣସି ବ୍ୟବସ୍ଥା ହେ ।ଇନଥିବା ଦୁଃଖର ବିଷୟ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସଞ୍ଜୟ କୁମାର ଦାସ, ସମ୍ପାଦକ ପ୍ରଦୀପ୍ତ କୁମାର ପରିଡ଼ା, ସମ୍ପାଦକ ସନାତନ ଦଳ ବେହେରା, ସମ୍ପାଦକ ରମାକାନ୍ତ ପରିଜା, ସମ୍ପାଦକ ଜଗଦୀଶ ମିଶ୍ର, ସାମ୍ବାଦିକ ସୁଶାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।


