ବୋରୱେଲ ମଧ୍ୟରୁ ଗାଈ ଉଦ୍ଧାର

ବୁଗୁଡା,(ଅନିଲ ମହାରଣା): ସ୍ଥାନୀୟ ପୂର୍ତ୍ତ ବିଭାଗ ରାସ୍ତାରୁ ମାଣିତରା ଗ୍ରାମକୁ ଆସିବା ଛକ ନିକଟରେ ନୂତନ ଭାବେ ଖନନ ହୋଇଥିବା ଏକ ବଡ଼ ବୋର ୱେଲ ମଧ୍ୟରେ ଏକ ଗାଈ ପସିଯାଇଥିବା ବେଳେ ବୁଗୁଡା ଦମକଳ ବାହିନୀ ଆସି ଉଦ୍ଧାର କରିଥିaû କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ