ବିଶ୍ୱକପ ର ନୂଆ ବିଶ୍ୱ ବିଜେତା ହେବା ଲକ୍ଷ୍ୟ ରେ ଇଂଲଣ୍ଡ

କ୍ରିକେଟ କୁ ଜନ୍ମ ଦେଇଥିବା ଇଂଲଣ୍ଡ ଚଳିତ ବର୍ଷ ଅଷ୍ଟ୍ରେଲିଆ କୁ ଫାଇନାଲ ରେ ପ୍ରବେଶ କରିଛି ।ହେଲେ କେବେ ବିଶ୍ୱଚମ୍ପିୟାନ ହେବାର ସ୍ୱାଦ ଚାଖିନାହିଁ । ୱାଲର୍ଡକପ ର ରେକର୍ଡ କୁ ଦେଖିିଲେ ଇଂଲିଶ ଦଳ ୨ ଥର ସେମିଫାଇନାଲ କୁ ପ୍ରବେଶ କରିଥିବା ବେଳେ ୩ ଥର ରନରସ ଅପ ହୋଇଛି । ତେବେ ଚଳିତ ବର୍ଷ ଇଂଲଣ୍ଡ ପାଖରେ ବଡ ସୁଯୋଗ ରହିଛି । ପ୍ରଥମ ଥର ବିଶ୍ୱ ଚମ୍ପିୟାନ ହେବା ପାଇଁ ଯେହେତୁ ଚଳିତ ବର୍ଷ ବିଶ୍ୱକପ ଆୟୋଜନ କରୁଛି ଇଂଲଣ୍ଡ ଘରୋଇ ପରିବେଶ ମିଳିବା ସହିତ ଦର୍ଶକଙ୍କ ର ଭରପୂର ସମର୍ଥମ ମିଳିବ । ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରିବ ଇଂଲଣ୍ଡ ବାହୀନି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ