ମାନସ ମହାନ୍ତିଙ୍କୁ ପୁନଃ ଓଡ଼ିଶା ପ୍ରଦେଶ ବିଜେପିର ସଂଗଠନ ମହାମନ୍ତ୍ରୀ ନିଯୁକ୍ତି

 ଗୁଣପୁର (ୱାଇ ଏନ ଏସ) ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ  ନିତିନ ନବୀନ ଜୀଙ୍କ ଅନୁମୋଦନ କ୍ରମେ ବରିଷ୍ଠ ବିଜେପି ନେତା ମାନସ ମହାନ୍ତିଙ୍କୁ ପୁନଃ ଓଡ଼ିଶା ପ୍ରଦେଶ ବିଜେପିର ସଂଗଠନ ମହାମନ୍ତ୍ରୀ ଭାବେ ଗୁରୁଦାୟିତ୍ୱ ନ୍ୟସ୍ତ କରିଥିବାରୁ ତାଙ୍କୁ ବିଭିନ୍ନ ମହଲରେ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଏହି ଅବସରରେ ରାୟଗଡା ଜିଲ୍ଲାର ପୁରୁଖା ବିଜେପି ଗୋଷ୍ଠୀରରାଷ୍ଟ୍ରୀୟ ପାରିଷଦ ସଦସ୍ୟ ଶ୍ରୀ ୱାଈ. ଗଣପତି, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ଶବର, ଜିଲ୍ଲା ଉପ-ସଭାପତି ଶ୍ରୀ ଶ୍ରୀନିବାସ ସ୍ଵାଇଁ,ପୂର୍ବତନ ମଣ୍ଡଳ ସଭାପତି ଶ୍ରୀ ପୃଥିବୀ ରାଜ ପାଢ଼ୀ,ପୂର୍ବତନ ନଗର ସଭାପତି ଅମର କୁମାର ସାହୁ,ପୂର୍ବତନ ଯୁବ ମୋର୍ଚ୍ଚା ସଭାପତି ମୁଖୀ ଦିବାକର, ସଂଗ୍ରାମ କେଶରୀ ସାହୁ, ଗୁମୁଡ଼ି ଶବର, ତୁଷାର ପଟ୍ଟନାୟକ,ସତ୍ୟ ସୁନ୍ଦର କର, ଅସ୍ ଭାର୍ଗବ, କିରଣ କୁମାର ପାଣିଗ୍ରାହୀ, ବରିଷ୍ଠ ନେତା ଶ୍ରୀ ଭଗବାନ ଚୌଧୁରୀ, ଶ୍ରୀ ଲକ୍ଷ୍ମୀ ନାରାୟଣ ପାଢ଼ୀ, ଶ୍ରୀ ଜଗଦୀଶ ପାତ୍ର, ପୁର୍ବତନ ଭାଇସ ଚେୟାରମେନ ଶ୍ରୀ ମୁଖୀ ରାବାଣା,ମନୋଜ ପାଣିଗ୍ରାହୀ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ