ମହାବିଦ୍ୟାଳୟ ଯୁବ ରେଡକ୍ରସ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ପାରାଦ୍ୱୀପ (ପୀତବାସ ପ୍ରଧାନ) : ବିଶ୍ୱ ପରିବେଶ ଦିବସ -୨୦୨୦ ପରିପ୍ରେକ୍ଷୀରେ ପାରାଦ୍ୱୀପ ମହାବିଦ୍ୟାଳୟ ଯୁବ ରେଡକ୍ରସ ସଂସ୍ଥା ପକ୍ଷରୁ କଲେଜ ପରିଶରରେ ଏହି ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟଜକ୍ରମରେ ଯୁବ ରେଡକ୍ରସ ପରାମର୍ଶଦାତା ବ୍ରହ୍ମାନନ୍ଦ ବିଶ୍ୱାଳ ଯୋଗ ଦେଇ ଚାର୍‌ା ରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଶ୍ୟାମଗୋବିନ୍ଦ ଜେନା, ଗଣେଶ୍ୱର ପାତ୍ର ପ୍ରମୁଖ ସାମିଲି ହୋଇ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣର ଆବଶ୍ୟକତା ସଂପର୍କରେ ସଚେତନ କରିଥିଲେ । ଯୁବ ରେଡକ୍ରସର ସ୍ୱେଛାସେବୀମାନେ ସାମାଜିତ ଦୁରତ୍ୱ ବଜାୟରଖି ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ସହୋଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ