କ୍ରାଫ୍ଟର ସେଲିବ୍ରେସନ୍ ଡିନର ସେଟ୍୍ ବଜାରରେ

ଭାରତର ଅଗ୍ରଣୀ ତଥା ବିଶ୍ୱାସନୀୟ ହାଉସ୍ହୋଲ୍ଡ ଆପଲାଏନ୍ସ୍ କ୍ରାଫ୍ଟ୍ ପକ୍ଷରୁ ସେଲିବ୍ରେସ୍ ଡିନର ସେଟ୍ର ବଜାର ପ୍ରବେଶ କରାଯାଇଛି । ଏଥିରେ ୬୦ପିସ୍ ଡିନରଟେସ୍ ରହିଛି । ଏହାର ମୂଲ୍ୟ ୯୯୪୦ ଟଙ୍କା ରହିଛି । ବିବାହ ଋତୁରେ ଏହା ଉପହାର ଦେବାରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିବାକେୁ ସକ୍ଷମ ହୋଇପାରିବ । ଏହା ଦେଖିବାକୁ ବେଶ୍ ସୁନ୍ଦର । ଏଥି ରେ ସିଲଭର ଫିନିଶ୍ ଦିଆ ଯାଇଛି । ଏହା କଳଙ୍କି ପ୍ରତିରୋଧୀ । ଏହା ୧୦୦% ଷ୍ଟେନଲେସ୍ ଷ୍ଟିଲ୍ରେ ନିର୍ମିତ ହୋଇଛି । ଏହି ସେଟ୍ ମଧ୍ୟରେ ପ୍ଲେଟ୍, କ୍ୟାସ୍ରୋଲସ୍, ଡିନର ବାଉଲ୍, ଗ୍ଲାସ୍ ଏବଂ ଅନ୍ୟ ବାସନ ପ୍ରଭୃତି ରହିଛି । ଏଥିରେ ମିରର୍ ଫିନିଶ୍ କରାଯାଇଛି । ଏଗୁଡିକ ଦୀର୍ଘସ୍ଥାୟୀ । ଏହାର ଚମକ ଗ୍ରାହକଙ୍କ୍ୁ ଆକୃଷ୍ଟ କରିବାକୁ ସକ୍ଷମ । ଏହି ସେଟ୍ରେ ଥିବା ବାସନ ଗୁଡ଼ିକୁ ରକ୍ଷାଣବେକ୍ଷଣ କରିବା ଅତି ସହଜ । ଏଗୁଡ଼ିକ ସ୍ୱାସ୍ଥ୍ୟପ୍ରଦ ମଧ୍ୟ । ଗୋଟିଏ ମଧ୍ୟରେ ଅନ୍ୟ ଗୋଟିଏ ମାସନ ସହଜରେ ରଖିହେବ । ଫଳରେ ଏହାକୁ ରଖିବା ପାଇଁ କିଚେନ ଘରେ ଅଧିକ ସ୍ଥାନର ଆବଶ୍ୟକତା ନାହିଁ ।  ଭାରତର ସମସ୍ତ ଅଗ୍ରଣୀ ରିଟେଲ ଷ୍ଟୋରରେ ଉପଲବ୍ଧ ହେଉଛି । ସୂଚନା ଯୋଗ୍ୟ ଯେ, କ୍ରାଫ୍ଟ୍ ହାଉସହୋଲ୍ଡ୍ ଆପଲାଏନ୍ସ୍ ସର୍ବୋତମ ଜ୍ଞାନକୌଶଳ ଦ୍ୱାରା ନିର୍ମିତ ଯାହାକି ଭାରତୀୟ ପରିବାରର ବହୁବିଧ ଆବଶ୍ୟକତାକୁ ପୁରଣ କରିବାକୁ ସକ୍ଷମ ହୋଇଥାଏ । କମ୍ପାନି ସବୁବେଳେ ଭାରତୀୟ ଗ୍ରାହକଙ୍କୁ ଦୃଷ୍ଟିରେ ରଖି ଗୁଣବର୍ତଯୁକ୍ତ ଉତ୍ପାଦ ନିର୍ମାଣ କରିଥାଏ । କମ୍ପାନି ଗ୍ରାହକ ସନ୍ତୁଷ୍ଟିକୁ ବେଶ୍ ଗୁରୁତ୍ୱ ଦେଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ