ଆଜି ସରିବ ପ୍ରଚାର

ପାଟକୁରା (ଯୁଗାବ୍ଦ ନ୍ୟୁଜ) ପାଟକୁରା ବିଧାନସଭା ନର୍ବାଚନ ପାଇଁ ଆଜି ସରିବ ପ୍ରଚାର । ଏହି ଆସନ ପାଇଁ ଶାସକ ବିଜେଡିର ମନ୍ତ୍ରୀ ବିଧାୟକ , ନେତା ଡେରା ପକାଇଛନ୍ତି ଏହି ହାଇପ୍ରୋଫାଇଲ ବିଧାନସଭା କ୍ଷେତ୍ରରେ । ପାଟକୁରା ବିଧାନସଭାକୁ ହାସଲ କରିବାକୁ ସମସ୍ତ ଦଳ ନିଜର କଳ ବଳ କୌଶଳ ଲଗାଇଦେଇଛନ୍ତି । ଏହି କ୍ରମରେ ନର୍ବାଚନୀ ଉସ୍ମତାକୁ ଦ୍ୱିଗୁଣିତ କରିଛି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମଙ୍କ ପ୍ରଚାର । ଅନ୍ୟପଟେ ବିଜେପି ନିଜର ପ୍ରଚାର ଅଭିଯାନ ଜାରି ରଖିଛି । ଦଳର ପାର୍ଥୀ ବିଜୟ ମହାପାତ୍ର ଡୋରଟୁଡୋର ବୁଲି ପ୍ରଚାର କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ