ବାଙ୍ଗୋରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ହାଟଡ଼ିହି, (ଓ୍ବାଇଏନ୍ଏସ୍) : ବାଙ୍ଗୋର ପଞ୍ଚାୟତର ବାଙ୍ଗୋର ସମବାୟ ସମିତିରେ ଏଚଡିଏଫସି ବ୍ୟାଙ୍କ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଚଡିଏଫସି ବ୍ୟଙ୍କର ସଞ୍ଜିବ କୁମାର ସାହୁ, ସମବାୟ ସମିତିର ସୁରେଶ ଚନ୍ଦ୍ର ପେଡା, ଅଞ୍ଜନ ମହାରଣା ବାଙ୍ଗୋର ଗ୍ରାମର ଅକ୍ଷୟ କୁମାର ସାହୁ, ବିକାଶ ସାହୁ, ରମେଶ ବେହେରା, ଜୟନ୍ତ ନାୟକ, ରତିରଞ୍ଜନ ରାଉତ, ଶ୍ରୀକାନ୍ତ ସାହୁ, ଜୟୀରାମ ସାହୁ ପ୍ରମୁଖ ଆମ୍ବ, ପଣସ, ଲିମ୍ବ, ଶଗୁଆନ, କଦମ୍ବ ଆଦି ବିଭିନ୍ନ କିସମର ଚାରା ରୋପଣ କରିଥିଲେ । ଚାରା ଗୁଡିକ କିପରି ବଞ୍ଚିରହି ବଡହେବ ତାହା ଉପରେ ସଭିଏଁ ଦାୟିତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ