କାଶ୍ମୀରରେ ଅଜିତ ଡୋଭାଲ
(ଯୁଗାବ୍ଦ ନ୍ୟୁଜ) , ଭାରତର ଜେମସ ବଣ୍ଡ ରଷ୍ଟ୍ରିୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଶ୍ରୀନଗରରେ ପହଞ୍ଚିଛନ୍ତି । ସେଠାରେ ସେ ଗୋଇନ୍ଦା ବିଭାଗର ବରିଷ୍ଠ ପଦାଧିକାରୀମାନଙ୍କ ସହ ବୈଠକରେ ଯୋଗଦେବେ । ଏହି ବୈଠକକୁ ସିକ୍ରେଟ ରଖାଯାଇଥିଲା । କୁହାଯାଉଛି, ଏହି ବୈଠକ ସମ୍ପର୍କରେ କୌଣସି ଅଧିକାରୀଙ୍କ ପାଖରେ କିଛି ସୂଚନା ନଥିଲା । ସୁଚନାନୁସାରେ , ଚର୍ଚ୍ଚା ହେଉଛି ଯେ, ଅନୁଚ୍ଛେଦ ୩୭୦ ଓ ୩୫ଏ କୁ ହଟା ଯାଇ ପାରେ ।


