ପିଏସି କମିଟି ରେ ସ୍ଥାନ ପାଇଲେ ୩ ଓଡିଆ

(ଯୁଗାବ୍ଦ ନ୍ୟୁଜ) କେନ୍ଦ୍ର ସରକାର ଙ୍କ ଗୁରୁତ୍ୱପୂର୍ଣ୍ଣ ପବ୍ଲିକ ଆକାଉଣ୍ଟ କମିଟିର ଅନୁସୂଚୀତ ଜାତି ଓ ଜନଜାତି କମିଟି ରେ ସ୍ଥାନ ପାଇଛନ୍ତି ବିଜେଡି ର ବରିଷ୍ଠ ସାଂସଦ ଭତ୍ତୃହରି ମହତାବ । ଏବଂ ତା ସହିତ ଏହି କମିଟି ର ଅଧକ୍ଷ ଭାବେ ଅଧୀର ରଞ୍ଜନ ଚୈାଧୁରୀ ଙ୍କୁ ବଚ୍ଚାଯାଇଛି । ଅନ୍ୟପଟେ ଗଠନ କରାଯାଇଥିବା ଏହି ନୂତନ କମିଟି ରେ ଆଉ ଦୁଇ ଓଡିଆ ମୟୁରଭଞ୍ଜ ର ବିଜେପି ସାଂସଦ ବିଶେଶ୍ୱର ଟୁଡୁ ଓରାଜ୍ୟସଭା ରେ ବିଜେଡି ର ସାଂସଦ ଥିବା ପ୍ରସନ୍ନ ଆଚାର୍ଯ୍ୟ ଏହି କମିଟି ର ସଭ୍ୟ ଅଛିନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ