ମୋହନା ବ୍ଲକ ୩୯ ଟି ପଞ୍ଚାୟତରେ ସଟ୍ ଡାଉନ୍ କୁ ମାନିଲେ ଜନ ସାଧାରଣ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ୩୯ ଟି ପଞ୍ଚାୟତ ବାସି ଶାନ୍ତି ଶୃଙ୍ଖଳା ରେ ପ୍ରଥମ ସଟ୍ ଡାଉନ୍ କୁ ମାନିଲେ ଜନ ସାଧାରଣ ରାଜ୍ୟ ତଥା ରାଜ୍ୟ ବାହରେ ଆକ୍ରାନ୍ତ ସଂଖ୍ୟ ବଢ଼ିବାରେ ଲାଗିଛି ଗଜପତି ଜିଲ୍ଲା ରେ ଦିନକୁ ଦିନ ବଡ଼ି ଚାଲିଛି ଆକ୍ରାନ୍ତ ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ସଟ୍ ଡାଉନ୍ ଘୋଷଣା କରିଛନ୍ତି ଶନିବାର ଓ ରବିବାର ସମସ୍ତ ଦୋକାନ ବଜାର ବନ୍ଦ ରଖିବା ସହ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ କରିଦିଆଯାଇଛି ଗୋଟିଏ ଦିନ ପୂର୍ବରୁ ପ୍ରଶାସନ ମାଇକ ମାଧ୍ୟମରେ ଲୋକ ଙ୍କୁ ସଚେତନ କରିଛନ୍ତି ଆଜି ସକାଳୁ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଓ ତାଙ୍କ କର୍ମଚାରୀ ମାନେ ପେଟ୍ରୋଲ ଲିଙ୍କ କରି ସମସ୍ତ ରାସ୍ତା କୁ ସିଲ୍ କରି ଯାଞ୍ଚ କରିଛନ୍ତି ଯେପରି ଗାଡ଼ି ଜିଲ୍ଲାକୁ ପ୍ରବେଶ ନ କରିବ ଅଡବା ଥାନା ପକ୍ଷରୁ କଡ଼ା ନଜର ରଖି ବନ୍ଦ କରା ଯାଇଛି ଦୋକାନ ବଜାର ଛକ ଗୁଡ଼ିକ ରେ ପୋଲିସ୍ ମୁତୟନ କରାଯାଇଛି ଏହାକୁ ଅଞ୍ଚଳ ବାସି ମାନି ଘରୁ ବାହାରି ନାହାନ୍ତି କିଛି ଅମାନ୍ୟଙ୍କ ଠାରୁ ପୋଲିସ୍ ଜରିମାନା ଆଦାୟକରି ଥିବା ଥାନା ପକ୍ଷରୁ ସୂଚନା ମିଳିଛି


