ଓଡିଆ ଝିଅ ଦୂତି ଙ୍କ ସଫଳତା

(ଯୁଗାବ୍ଦ ନ୍ୟୁଜ) ଓଡିଶା ଆଥେଲିଟକୁ ନୂୂଆ ପରିଚୟ ଦେଇଥିବା ଦୈଡରାଣୀ ଦୂତୀଚାନ୍ଦ ଗୋଟିଏ ପରେ ଗୋଟିଏ ସଫଳତା ପାଇବାରେ ଲାଗିଛନ୍ତି । ତାଙ୍କୁ ଭାରତ ର ୫୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲ୍ିକାରେ ସାମିଲ ହୋଇଛନ୍ତି । ପ୍ରତିଷ୍ଠିତ ମାଗାଜିନ ଇଣ୍ଡିଆ ଟୁଡେ ରେ ପ୍ରକାଶିତ ଭାରତୀୟ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ୪୭ ନଂ ତାଲିକା ମିଳିଛି । ଇଣ୍ଡିଆ ଟୁଡେ ମାଗାଜିନ ଉଲ୍ଲେଖ କରିଛି ଯେ ଏହି ସମଲିଙ୍ଗି କ୍ରୀଡାବିତ ଦୂତି ୨୦୧୮ ଏସିଆନ ଗେମସ ରେ ଦୁଇଟି ସିଲଭର ପଦକ ଜିତି ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ସାଜିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ