ଦୂର୍ଘଟଣାରୁ ଅଳ୍ପକେ ବର୍ତ୍ତଲେ ହାସ୍ୟ ଅଭିନେତା ଅଲ୍ଲୀ ଅସ୍ଗର୍
ଦୂର୍ଘଟଣାରୁ ଅଳ୍ପକେ ବର୍ତ୍ତଲେ ହାସ୍ୟ ଅଭିନେତା ଅଲ୍ଲୀ ଅସ୍ଗର୍
ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଅଲ୍ଲୀ ଅସ୍ଗର୍ ସଡକ ଦୂର୍ଘଟଣାରୁ
ଅଳ୍ପକେ ବତ୍ତି ଯାଇଛନ୍ତି । ହାସ୍ୟ ଅଭିନେତ୍ରୀ କାରରେ ବସି ଯାଉଥିବା ସମୟରେ ତାଙ୍କ କାର ଏକ ଟ୍ରକ ସହ ଧକ୍କା ହୋଇଥିଲା ଏହି ଖବର ପରେ ଜନସାଧାରଣରେ କଳ୍ପନା ଜଳ୍ପନା ଚାଲିଥିବା ସମୟରେ ଅଭିନେତ୍ରୀ ସଂମ୍ପୂର୍ଣ୍ଣ ସୁସ୍ଥ ଥିବା ସେ ଟୁଇଟ କରି ସୂଚନା ଦେଇଛନ୍ତି । ସେ ମଂମ୍ପୂର୍ଣ୍ଣ ସୁସ୍ଥ ଥିବା ସେ ସ୍ୱୀକାର କରିଛନ୍ତି ।ସୋମବାର ସକାଳ ସମୟରେ ସେ ନିଜ କାର ସହ ଯାଉଥିବା ସମୟରେ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିଲା କିନ୍ତୁ ସେ ଦୂର୍ଘଟଣାରୁ ବର୍ତ୍ତଥିବାରୁ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ପରେ ସେ ଡରିଯାଇଥିବା କଥା ସ୍ୱୀକାର କରିଛନ୍ତି ।