ପଶ୍ଚିମ ବଙ୍ଗରେ ଡେଙ୍ଗୁ ବ୍ୟାପିଲା ମହାମାରି ,୨୧ ହଜାର ଆକ୍ରାନ୍ତ ,ମୃତ୍ୟୁ ସଂଖ୍ୟା ୧୪

ଢାକା : ଚଳିତ ବର୍ଷା ଦିନର ପ୍ରାରମ୍ଭରେ ହିଁ ଡେଙ୍ଗୁ ଆତଙ୍କ ଦେଖାଦେଲାଣି । ପଶ୍ଚିମବଙ୍ଗରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ଟପି ମହାମାରି ରୁପ ନେଲାଣୀ । ବର୍ତ୍ତମାନ ସୁଦ୍ଧା ଡେଙ୍ଗୁ ରୋଗରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ଏକ ହଜାରରୁ ଅଧିକ ରୋଗୀ ଡାକାରେ ଚିକିସ୍ରିତ ହେଉଥିବା ଜଣାପଡିଛି । ଡେଙ୍ଗୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । କେଉଁଠୁ କେତେ ରୋଗୀ ଆସୁଥିବା ଜଣାପଡିନଥିବାରୁ ବିରୋଧି ଦଳ ତରଫରୁ ଜରୁରୀ କାଳିନ ପରିସ୍ଥିତି ଘୋଷଣା କରିବାକ ୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ