କେନ୍ଦୁପତ୍ର ବୋଝେଇ ୬ ଟ୍ରକ ଜବତ

କେନ୍ଦୁପତ୍ର ବୋଝେଇ ୬ ଟ୍ରକ ଜବତ
କେନ୍ଦୁପତ୍ର ବୋଝେଇ ୬ ଟ୍ରକ ଜବତ

ନବରଙ୍ଗପୁର ,(ଯୁଗାବ୍ଦ ନ୍ୟୁଜ୍) : ନବରଙ୍ଗପୁର ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ମିଳିଛି ସଫଳତା ।୬ ଗୋଟି ଟ୍ରକରେ ପରିମାଣ ଠାରୁ ଅଧିକ ପରିମାଣର ଓଜନ ଜିନିଷ ଲୋଡ କରିନେବା ଓ ଆବଶ୍ୟକତା ଠାରୁ ଅଧିକ ଦ୍ରୁତ ଗତିରେ ଗାଡି ଚାଳନା କରିବା ସମୟରେ ଶନିବାର ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ପୋଲିସ ୬ ଟ୍ରକ ଇପରେ ସଂନ୍ଦେହ ହେବାରୁ ଟ୍ରକକୁ ହାତ ମାରିଥିଲେ କିନ୍ତୁ ଟ୍ରକ ଡ୍ରଇଭର ମାନେ ଏହାକୁ ଅଣଦେଖା କରି ବେପାରୁଆ ଗାଡି ଚାଳନା କରି ପୋଲିସ ହାତରୁ ଖସି ଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୋଲିସ ସେମାନଙ୍କୁ ପୋଲିସ ଭ୍ୟାନରେ ଗୋଡାଇ ଗୋଡାଇ ୬ ଟି ଗାଡିକୁ ଅଟକ ରଖିବା ସହ ଟ୍ରକର ୬ ଡ୍ରାଇଭରଙ୍କୁ ଅଟକ ରଖିବା ସହ କେନ୍ଦୁପତ୍ର ୬ ଟ୍ରକ ଜବତ କରିଛି । କେନ୍ଦୁପତ୍ର ବୋଝେଇ ଟ୍ରକ ଗୁଡିକ ମାଲକାନଗିରିରୁ ରାଇରଙ୍ଗପୁର ଅଭିମୁଖେ ଯାଉଥିବା ଜଣାପଡିଛି । ପୋଲିସ ଗାଡିରେ ଅନ୍ୟ କିଛି ବେଆଇନ ଜିନିଷ ସଂନ୍ଦେହ କରି ଏଭି ଆକ୍ଟ ୧୭୭,୧୮୩,୧୮୪,୧୯୨,୧୯୪,ଓ ୨୦୧ ଅନୁସାରେ ୬ ଟ୍ରକ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥô୍ବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ