ଜିଲ୍ଲା ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ପକ୍ଷରୁ ସ୍ୱାଗତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁଙ୍କୁ ନୂତନ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ବିଧାୟକ ସାହୁଙ୍କୁ ପରିବେଶ ସୁରକ୍ଷା ଦାୟିତ୍ୱ ପ୍ରଦାନ କରାଯାଇଛି । ଓଡିଶା ରାଜ୍ୟ ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ସଦସ୍ୟ ସଂଜୟ କୁମାର ଜେନା, ଜିଲ୍ଲା ଆବାହକ ଭୀମସେନ ଭୂୟାଁ, ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା,ଗୋବର୍ଦ୍ଧନ ରାଉତ, ଗୋକୁଳି ରଂଜନ ଦାସ, ମନୋଜ କୁମାର ସାହୁ, ରମାକାନ୍ତ ସ୍ୱାଇଁ, ନିରଞ୍ଜନ ବଳ, ସୁରେଶ ନାୟକ, ଭୀମସେନ ପ୍ରଧାନ, ସ୍ମୃତିରଂଜନ ସିଂ, ସେକ ଅଜିମୁଦ୍ଦିନ, ଅରୁଣ ପ୍ରସାଦ ଦାସ, ଇତିହାସ ଲେଙ୍କା, ସୁରେଶ ଚନ୍ଦ୍ର ସେଠୀ, ମାନସ ରଂଜନ ଧଳ, ସଂଜୟ ପାତ୍ର, ତାରେଣୀ କୁମାର ପାଟଜୋଶି,ଗୋଲଖ ପ୍ରଧାନ, ହେମନ୍ତ ସାହୁ, ନିହାର ରଂଜନ ମହାପାତ୍ର, ବ୍ରଜ ସୁନ୍ଦର ରାଉତ, ରଂଜନ ପଣ୍ଡା, ରମାକାନ୍ତ କାନୁନଗୋ,ରାଜେନ୍ଦ୍ର କୁମାର ମିଶ୍ର, ପ୍ରଦ୍ୟୁମ୍ନ ସାମନ୍ତରାୟ, ଶିଶିର ମଲିକ ପ୍ରମୁଖ ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ପକ୍ଷରୁ ବିଧାୟକ ସାହୁଙ୍କୁ ସ୍ୱାଗତ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।


