ଚର୍ଚ୍ଚାରେ ବ୍ରହ୍ଣପୁର ଲୋକସଭା କ୍ଷେତ୍ର

ବାଜିଲା ନିର୍ବାଚନ ର ବିିଗୁଲ ଦେଶର ସର୍ବବୃହତ ଗଣତନ୍ତ୍ର ରଷ୍ଟ୍ର ଭାରତ ର ନବେ କୋଟି ଭୋଟର ଚଳିତ ବର୍ଷ ମତଦାନ ସାବ୍ୟସ୍ତ କର୍ିବାକୁ ପ୍ରସ୍ତୁତ ହେଉଥିବା ବେଳେ ସମସ୍ତ ରାଜନୈତିକ ଦଳ ଗୋଟିଏ ପରେ ଗୋଟିଏ ପ୍ରସ୍ତାବ ଦେଉଥିଲା ବେଳେ କିଏ ଭୋଟର ମାନଙ୍କ ଆସ୍ତାଭାଜନ ହୋଇପାରୁଛି ତାହା ଦେଖିବାକୁ ବାକି ରହିଲା । ଆଉ ଆଜି ଏହି କ୍ରମରେ ଦେଖିବା ବ୍ରହ୍ନପୁର ସଂସଦୀୟ କ୍ଷେତ୍ର ରେ କେମିତି ରହିଛି ନିର୍ବାଚନର ମାହୋଲ । ବ୍ରହ୍ନପୁର ସଂସଦୀୟ କ୍ଷେତ୍ର ୭ଟି ବିଧାନସଭା ମଣ୍ଡଳୀକୁ ନେଇ ଗଠିତ ଯଥା ବ୍ରହ୍ନପୁର, ଗେ।।ପାଳପୁର, ଛତ୍ରପୁର, ଚିକିଟି,ଦିଗପହଣ୍ଡି, ପାରଳାଖେମୁଣ୍ଡି, ମୋହନା । ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ବାହାର ପ୍ରାର୍ଥି ମାନେ ସବୁବେଳେ ନିର୍ବାଚନରେ ଅବତ୍ତନ ହୋଇଛନ୍ତି । ଜଗନ୍ନାଥ ରାଓ ଙ୍କ ଆରମ୍ଭ କରି ସିଦ୍ଧାନ୍ତ ମହାପାତ୍ର ପର୍ଯ୍ୟନ୍ତ ଏମାନେ ସମସ୍ତେ ବହୁ ଦିନ ଧରି ସାସଂଦ ଭାବେ ନିର୍ବାଚିତ ହୋଇଥିଲେ ମଧ୍୍ୟ ବ୍ରହ୍ମପୁର ସହରରେ ସେମିତି କିଛି ଆଖିଦୃଶ୍ୟା ପରିବତ୍ତନ ହୋଇପାରି ନାହିଁ । ପାନୀୟ ଜଳ ଠାରୁ ଆରମ୍ବ କରି ଟ୍ରଫ୍ଖଳ ସମସ୍୍ୟା ପଯ୍ୟନ୍ତ ସାଧାରଣ ସୁବିଧା ସୁଯୋଗ ରୁ ବଞ୍ଚିତ ସହରବାସୀ । ନିର୍ବାଚନ ଆସିଲେ ନେତା ମାନେ ଅନେକ ପ୍ରତିଶ୍ରୂତି ଦେଇଥାନ୍ତି ଭୋଟର ମାନଙ୍କୁ କିନ୍ତୁ ଚଳିତ ବର୍ଷ ନିର୍ବାଚନରେ ୩ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେପ, ବିଜେଡି ନିଜର ଉପସ୍ଥିତ ଜାହିର କରିବାକୁ ଚେଷ୍ଟା କରିବେ । ଆଉ ଏବେ ଦେଖିବାକୁ ବାକି ରହିଲା ବ୍ରହ୍ନପୁର,ବାସୀ ଙ୍କୁ ଟିକେଟ ମିଳୁଛି ନା ପୁଣି ବାହାର ପ୍ରାର୍ଥି ମାନେ ନିଜର କତ୍ତୃତ୍ୱ ଜାହିର କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ