୪ ପିଇଓଙ୍କର କାର୍ଯ୍ୟକ୍ଷେତ୍ର ପରିବର୍ତ୍ତନ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ୪ ଜଣ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କର କାର୍ଯ୍ୟକ୍ଷେତ୍ର ପରିବର୍ତ୍ତନ କରାଯାଇଥିବା ଜଣାଯାଇଛି । ବନ୍ତ ପଞ୍ଚାୟତ ସମିତି ଚିଠି ନଂ-୧୮୯୬/ତା-୧୫-୭-୨୦ ଅନୁଯାୟୀ ସଙ୍ଗୀତାରାଣୀ ପାଣିଗ୍ରାହୀଙ୍କୁ ବଡବର୍ଚ୍ଚିକୟାଁ, ମହାନ୍ତିପଡା, ଦେବେନ୍ଦ୍ର ଦଳାଇଙ୍କୁ ନିଳୋକ, ନିଶାକର ଖୁଣ୍ଟିଆଙ୍କୁ କାଦବରାଙ୍ଗ, ରାମକୃଷ୍ଣପୁର ଏବଂ ନାରାୟଣ ଚନ୍ଦ୍ର ପଣ୍ଡାଙ୍କୁ ବ୍ଲକ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ