ଅମାନିଆଙ୍କ ଠାରୁ ୩ ହଜାର ଜୋରିମାନା ଆଦାୟ

ବନ୍ତ,(ଚାନ୍ଦିନୀ ମହାନ୍ତି):ସୋମବାର ବନ୍ତ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚେକିଂ କରାଯାଇ ୫ ଜଣଙ୍କ ଠାରୁ ୩ ହଜାର ଜୋରିମାନା ଆଦାୟ କରାଯାଇଛି । ଏମ୍‌.ଭି ଆକ୍ଟରେ ଜଣଙ୍କ ଠାରୁ ୧ ହଜାର ଓ ମାସ୍କ ବ୍ୟବହାର କରିନଥିବା ୪ ଜଣଙ୍କ ଠାରୁ ୨ ହଜାର ଜୋରିମାନା ଆଦାୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ