କୋରନା ରେ ପୀଡିତ ବିଧାୟକ

ବ୍ରହ୍ମପୁର,(ଓ୍ବାଇଏନ୍ଏସ୍): କୋରନା ର ଭୟରେ ପୁରା ଓଡିଶା ଥିବା ସମୟରେ ପୁଣି ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସିଛି ,ତାହା ହେଉଛି ପୁଣି ଜଣେ ବିଧାୟକ କୋରନା ରେ ପୀଡିତ ହୋଇଛନ୍ତି | ସେ ହେଉଛନ୍ତି ଖଣ୍ଡପଡ଼ା ବିଧାୟକ ସୋମ୍ୟରଞ୍ଜନ ପଟନାୟକ,ଗତ କିଛି ଦିନ ଧରି ସେ ଅସୁସ୍ଥତା ଅନୁଭବ କରିଆସୁଥିଲେ | ଏହା ପରେ ସେ ପରୀକ୍ଷା କରି ଜାଣିବାକୁ ପାଇଲେ ଯେ ସେ କୋରନା ପଜିଟିଭ ଅଛନ୍ତି ବୋଲି ,ଏ ନେଇ ସୋମ୍ୟରଞ୍ଜନ ପଟନାୟକ ନିଜେ ଟ୍ୱିଟ କରି ଜଣାଇଛନ୍ତି ,ଓ ଏହା ମଧ୍ୟ କହିଛନ୍ତି ତାଙ୍କ ସଂସ୍ବର୍ଶ ରେ ଯେଉଁ ମାନେ ଆସିଛନ୍ତି ସେମାନଙ୍କୁ ଯାଇ ନିଜର ସ୍ୱାବ ପରୀକ୍ଷା କରିବା ପାଇଁ ସୂଚନା ଦେଇଛନ୍ତି | ଓ କହିଛନ୍ତି ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ବୋଲି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ