୨୬ ଆଣ୍ଟିଜେନ୍ ପରୀକ୍ଷା, ୨ ପଜେଟିଭ୍ ଚିହ୍ନଟ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଗୁରବାର ବନ୍ତ ବ୍ଲକ କେନ୍ଦୁଆପଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ନୂତନ)ରେ କରୋନା ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୬ ଜଣଙ୍କର ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୨ ଜଣ ପଜେଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ଡାକ୍ତର ତପନ କୁମାର ଦୀକ୍ଷିତଙ୍କ ପରିଚାଳନାରେ ସ୍ୱାସ୍ଥ୍ୟ ସୁପରଭାଇଜର ରାହାସ ଚନ୍ଦ୍ର ମହାନ୍ତି ପରୀକ୍ଷଣ ଦାୟୀତ୍ୱ ସଂପାଦନ କରିଥିଲେ । ଏଥିରେ ସୁଶ୍ରୀ ସଂଗୀତା ବିଶ୍ୱାଳ, ମୋନାଲିସା ବେହେରା, ଗୀତାଞ୍ଜଳୀ ଜେନା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ