କନେଷ୍ଟବଳଙ୍କ ବାସୁଦେବପୁର କୋର୍ଟକୁ ବଦଳି

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲ୍ଲାର ୪ ଜଣ କନେଷ୍ଟବଳଙ୍କର ଅନ୍ୟତ୍ର ବଦଳି ହୋଇଥିବା ଜଣାଯାଇଛି । ସେଥିମଧ୍ୟରୁ ବନ୍ତ ଥାନାର କନେଷ୍ଟବଳ ନିଳମାଧବ ରାଉତଙ୍କୁ ବାସୁଦେବପୁର କୋର୍ଟକୁ ବଦଳି କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆଦେଶନାମା ସଂଖ୍ୟା ୧୭୯୯/ ଆର୍‌.ଓ/ତା-୧୨-୮-୨୦୨୦ ମୂଳେ ଏହା ଜାଣିବାକୁ ମିଳିଛି । ବଦଳି କର୍ମଚାରୀଙ୍କୁ ନୂତନ ସ୍ଥାନରେ ତୁରନ୍ତ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ