ହାଟଡିହିର ବିଭିନ୍ନ ଅଞ୍ଚଳରେ ଗଣେଷ ପୂଜା
ହାଟଡ଼ିହି, (ଯୁଗାବ୍ଦ ନୁ୍ୟଜ୍) : ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ଥିବା ସ୍କୁଲ, କଲେଜ, କ୍ଲବ ଓ ବେସରକାରୀ ଅନୁÂାନ ମାନଙ୍କରେ ପ୍ରଭୂ ଗଣେଷଙ୍କ ପୂଜାତ୍ସୋବ ମହା ସମାରୋହରେ ଅନୁÂିତ ହୋଇଯାଇଛି । ହାଟଡିହି କଲେଜ, ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟ, ବଉଳା କଲେଜ ସୋସୋ, ମା ତାରିଣୀ ଶିଳ୍ପ ତାଲିମ କେନ୍ଦ୍ର , ଶାସଙ୍ଗ ଶିଖରେଶ୍ୱର ଯୁବକ ସଂଘ, ବଉଳାଶୁଣୀ କ୍ଲବ, ହାଟଡିହି ହାଇସ୍କୁଲ, ବଞ୍ଚୋ ବରାହୀ ହାଇସ୍କୁଲ, ବାଇଧର ନୋଡାଲ ୟୁପି ସ୍କୁଲ, ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଶାସଙ୍ଗ ହାଇସ୍କୁଲ, ହାଟଡିହି ସରସ୍ୱତୀ ଶିଶୁ ମନ୍ଦିର, ଶାଳଣିଆଁ ହାଇସ୍କୁଲ, କଳିଗାଁ ହାଇସ୍କୁଲ, ନନ୍ଦିପଦାହାଟ ହାଇସ୍କୁଲ, ଢେ଼ଙ୍କା ହାଇସ୍କୁଲ, ମୁଗୁପୁର ହାଇସ୍କୁଲ, ବାଙ୍ଗୋର ବିପି ହାଇସ୍କୁଲ, ବଣିଆପଙ୍କ ହାଇସ୍କୁଲ, ସେଣ୍ଟ ଜାଭିୟର ହାଇସ୍କୁଲ ଚଣ୍ଡୀ ବିରଞ୍ଚିପୁର, ହ ସମେତ ସମସ୍ତ ଶିକ୍ଷାନୁÂାନ ମାନଙ୍କରେ ବିଦ୍ୟାଦାତା ପ୍ରଭୁ ଗଜାନନଙ୍କ ପୂଜା ମହା ଆଡମ୍ବରରେ ଅନୁÂିତ ହୋଇଯାଇଛି । ଛେନାପଦି ସ୍ଥିତ ସାଇସ କମ୍ପୁ୍ୟଟର ଶିକ୍ଷାକେନ୍ଦ୍ରରେ ପ୍ରଭୁ ଗଜାନନଙ୍କ ପୂଜା ଅନୁÂିତ ହୋଇଯାଇଛି । ପଣ୍ଡିତ ଉଚ୍ଛବ ଚନ୍ଦ୍ର ପାଢ଼ୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା । ହିମାଶୁଂ କୁମାର ନାୟକ, ପ୍ରମୋଦ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଧବଳ କୁମାର ରାଉତ କର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦାନ କରିଥିଲେ । ସେହିପରି ଆପେକ୍ସ ୟୁଥ୍ କ୍ଲବ ଗୋପ ପକ୍ଷରୁ ଗଜାନନଙ୍କ ପୂଜା ଅନୁÂିତ ହୋଇଯାଇଛି । ପଣ୍ଡିତ ମୁଷା ପଣ୍ଡାଙ୍କ ଦ୍ୱାରା ପୂଜାର୍ଚ୍ଚନା ସମାପନ କରାଯାଇଥିଲା । ଦେବାଶିଷ ନାୟକ, ସୌମ୍ୟ ରଞ୍ଜନ ପରିଡା, ଗିରିଜା ପ୍ରସାଦ ଖୁଣ୍ଟିଆ, ହରେକୃଷ୍ଣ ପରିଡା, ନରେଶ ପରିଡା କର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦନ କରିଥିବାବେଳେ ପାର୍ଥସାରଥି ନାୟକ, ଜଗତ ମୋହନ ଖୁଣ୍ଟିଆ, ସୌରଭ ପରିଡା, ଭବାନୀ ଶଙ୍କର ନାୟକ, କ୍ଷୀରୋଦ ପରିଡା, ପ୍ରୀୟରଞ୍ଜନ ପରିଡା, ସୁନିଲ ପରିଡା, ଦେବବ୍ରତ ରାଉତ, ରାକେଶ ପରିଡା, ଅଂଶୁମାନ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ୱରୁପ ମେଲୋଡି ଓ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁÂିତ ହେବ । ସେହିପରି ଶାସଙ୍ଗ ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ରଙ୍କ ସଂଯୋଜନାରେ ଅନୁÂିତ ଏହି ପୂଜାକୁ ଶିକ୍ଷକ ରାଧାକୃଷ୍ଣ ପତି, ଶିଶିର କୁମାର ବିଶ୍ୱାଳ, ଲକ୍ଷ୍ମୀକାନ୍ତ ମିଶ୍ର, ନବ କିଶୋର ବିଶ୍ୱାଳ, ମାଧବାନନ୍ଦ ଜେନା, ଶାନ୍ତନୁ କୁମାର ରାଉତ, ପଦ୍ମନାଭ ପଣ୍ଡା, ପ୍ରଦୀପ କୁମାର ସ୍ୱାଇଁ, ରମେଶ କୁମାର ନାୟକ, ସତ୍ୟବ୍ରତ ବିଶ୍ୱାଳ, ପର୍ଶୁରାମ ନାୟକ ପ୍ରମୁଖ ପରିଚାଳନା କରିଥିଲେ । ସେହିପରି ସେହିପରି ସେଣ୍ଟ ଜାଭିୟର ହାଇସ୍କୁଲରେ ସଭାପତି ଉଦୟନାଥ କରଙ୍କ ସଂଯୋଜନାରେ ଅନୁÂିତ ଏହି ପୂଜାରେ ଟ୍ରଷ୍ଟି ସୁରେନ୍ଦ୍ର ନାଥ କର, ଅଧ୍ୟକ୍ଷ ଲକ୍ଷ୍ମୀଧର ମହାରଣା, ଉପାଧ୍ୟକ୍ଷ ଗୋଲକ ବିହାରୀ ସାହୁ, ଶିକ୍ଷକ ଚିତ୍ତରଞ୍ଜନ ନାୟକ, ବାବୁରାମ ମାଝୀ, ନିରଞ୍ଜନ ସାହୁ, ବିନୟ କୁମାର ନାୟକ, ସୁଦୀପ୍ତ କୁମାର ଦାସ, ପ୍ରଦିପ କୁମାର ଜେନା, ଦୟାନିଧି ଚିନରା, ରାଜେଶ ବେହେରା, ପାର୍ଥସାରଥି ଜେନା, ପ୍ରଶାନ୍ତ କୁମାର ଦାସ, ହିମାଶୁଂ ରଞ୍ଜନ ବାରିକ, ବିଜୟ କୁମାର ପହି, ବ୍ରହ୍ମାନନ୍ଦ ମଲ୍ଲିକ,ତନୁଶ୍ରୀ ତନୟା ପହି, ଦିପାରାଣୀ ଜେନା, ମମତା ବେହେରା, ଶାଶ୍ୱତୀ ପଳତା, ସୁଚିତ୍ରା ଦାସ, ସୁଚିସ୍ମିତା ବାରିକ, ପ୍ରତୁ୍ୟଷ୍ନା ସାହୁ, ସୌମ୍ୟାରାଣୀ ଜେନା, ସତ୍ୟଲକ୍ଷ୍ମୀ ଜେନା, ସହକର୍ମୀ ଗଦାଧର ଜେନା, ମଞ୍ଜୁଲତା ଖୁଣ୍ଟିଆ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପୂଜାକାର୍ଯ୍ୟ ପରିଚାଳନା କରିଥିଲେ ।