ରୋଜଗାର ଦିବସ ପାଳିତ

ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗ୍ରାମ ପଂଚାୟତରେ ଗୁରୁବାର ସରପଞ୍ଚ ଏମ୍ ଲକ୍ଷ୍ମୀଙ୍କ ଅଧ୍ୟକ୍ଷତାରେ ରୋଜଗାର ଦିବସ ପାଳନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପିଇଓ ଦୁର୍ଯ୍ୟୋଧନ ମହାନ୍ତି ,ପୂର୍ବତନ ନାଏବ ସରପଞ୍ଚ ଏମ.ଗୁମାଲି ଗାଁ ସାଥୀ ଏମ୍ ସିମାଦ୍ରି, ୱାର୍ଡ ମେମ୍ବର ଏ.ସନ୍ୟାସୀ, ଓ.କ୍ରଷ୍ଣା, ଏମବିକା ଇ.କମଳା,ସି.ଏଚ୍ ତୁଳସୀ,ସିଆରପି.ଏଏନଏମ ପ୍ରମୂଖ ଉପସ୍ଥିତ ଉପସ୍ଥିତ ରହିଥିଲେ । ଏହାସହ ଉପସ୍ଥିତ ଲୋକମାନଙ୍କୁ ମାସ୍କ ବଂଟନ କରାଯିବା ସହିତ କୋଭିଡ ଉପରେ ସଚେତନତା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ