ଶିବସେନା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଛତ୍ରପୁର (ଯୁଗାବ୍ଦ ନୁ୍ୟଜ୍) ; ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିବସେନା (ଓଡିଶା କାମଗାର ସେନା) ତରଫରୁ ଧାରଣା ଦିଆଯାଇଥିଲାା ଖଲିକୋଟ ଥାନା ଅଧିାକରୀ ବିନା ତଦନ୍ତ ରେ ତେନ୍ତୁଳିଆପଲ୍ଲୀ ଗ୍ରାମ ପଞ୍ଚାୟତର ସରପଞ୍ଚ ସିଲୁ ସ୍ୱାଇଁଙ୍କୁ ଗିରଫ କରାଯାଇଛି । ତାଙ୍କୁ ତୁରନ୍ତ ଖଲାସ ଦାବୀ ଓ ଗଂଜାମ ଜିଲ୍ଲା ଛତ୍ରପୁର ଶ୍ରମ ଅଧିକାରୀଙ୍କ ମନମୂଖୀ ଶାସନ ପାଞ୍ଚବର୍ଷ ନିର୍ମାଣ ଶ୍ରମିକ କାର୍ଡ ନିମନ୍ତେ ଆବେଦନ କରାଯାଇଥିଲେ ମଧ୍ୟ ପ୍ରଦାନ ନକରିବା ଦର୍ଶାଇଛନ୍ତି । ଏହି ଦୁଇ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ସେମାନେ ଦାବୀ କରି ଆଜି ଧାରଣା ଦେଇଥିଲେ । ଏହ ଧାରଣାରେ ଶିବସେନାର ପ୍ରମୂଖ ପି.ତୁଲସେୟା ରେଡ୍ଡୀଙ୍କ ସମେତ ବହୁ ସଦସ୍ୟ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ