ପାଟୁଳି ପଂଚାୟତ ରେ ଵିଜେଡିର ଜନସଚେତନତା କାର୍ଯ୍ୟକ୍ରମ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ପାଟୁଳୀ ପଂଚାୟତ ଠାରେ ବ୍ଲକ ଵିଜେଡି ପକ୍ଷରୁ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପଂଚାୟତ ସଭାପତି ଅଭୟ ଵେହେରା ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରାକ୍ତନ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ଯୋଗଦେଇ ଜନସାଧାରଣ ମାନଙ୍କୁ ମାସ୍କ ଓ ସାନୀଟାଇଜର ପ୍ରଦାନ କରିଥିଲେ। ଏହା ସହିତ କୋରନା ସଂପର୍କିତ ସଚେତନତା ସୂଚୀପତ୍ର ମଧ୍ୟ ଵଂଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଯୁବ ନେତା ଉତ୍କଳ କେଶରୀ ମହାନ୍ତି, ମନୋଜ ଜେନା, ସୁଦର୍ଶନ ଵେହେରା,ରାଜକିଶୋର ପାଲ, ଅବିନାଶ ବେହେରା, ମନୋଜ କୁମାର ସାହୁ, ପ୍ରଶାନ୍ତ ସାହୁ, ରମେଶ ଶଂଖୁଆ ପ୍ରମୁଖ  ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ