ମେଲିଣ୍ଡା ଗେଟ୍ସଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ଲୋବାଲ ଗୋଲକିପର୍ସ ଗୋଲ୍ସ ପୁରସ୍କାର ୨୦୧୯ ପ୍ରଦାନ କରାଯିବ । ଏଥିପାଇଁ ସେ ବିଲ ଓ ମେଲିଣ୍ଡା ଗେଟ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାତ୍ମା ଗାନ୍ଧୀଙ୍କ ସ୍ଵଚ୍ଛ ଭାରତ ସ୍ଵପ୍ନକୁ ସାକାର କରିବା ଲାଗି ବିଗତ ପାଞ୍ଚ ବର୍ଷ ମଧ୍ୟରେ ସ୍ଵଚ୍ଛତା ଏବଂ ପରିମଳ କ୍ଷେତ୍ରରେ ଭାରତ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ