ଟାଟାଷ୍ଟିଲ ପକ୍ଷରୁ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁସହାୟକଉପକରଣ ଓ ମାନପତ୍ର ବଣ୍ଟନ
କଳିଙ୍ଗନଗର,(ଯୁଗାବ୍ଦ ନ୍ୟୁଜ୍): ଦିବ୍ୟାଙ୍ଗବ୍ୟକ୍ତିମାନଙ୍କୁମୁଖ୍ୟସ୍ରୋତକୁଫେରାଇ ଆଣିବାଲକ୍ଷ୍ୟରେ ଆଜିଟାଟାଷ୍ଟିଲ ପକ୍ଷରୁସେମାନଙ୍କୁସହାୟକଉପକରଣ ଓ ମାନପତ୍ର ପ୍ରଦାନ କରାଯାଇଛି ।୪୩ ଜଣ ଦିବ୍ୟାଙ୍ଗବ୍ୟକ୍ତିଙ୍କୁମାନପତ୍ର ଓ ୟୁଡିଆଇଡିକାର୍ଡ ପ୍ରଦାନ କରାଯାଇଥିଲା ।ଏହାବ୍ୟତୀତ ପ୍ରାୟ ୩୦ଜଣ ଦିବ୍ୟାଙ୍ଗଙ୍କୁଟ୍ରାଇସାଇକେଲ, ଆଶାବାଡ଼ି ଓ ଚାଲିବା ପାଇଁବାଡ଼ି ପ୍ରଦାନ କରାଯାଇଥିଲା । ସ୍ଥାନୀୟକପିଳେଶ୍ୱରମହାବିଦ୍ୟାଳୟ ପରିସରରେଏହିଉପଲକ୍ଷେ ଆୟୋଜିତକାର୍ଯ୍ୟକ୍ରମରେରାଜ୍ୟସରକାରଙ୍କବିଜ୍ଞାନ ଓ ପ୍ରଯୁକ୍ତି, ସରକାରୀଉଦ୍ୟୋଗ ତଥା ସାମାଜିକସୁରକ୍ଷା ଓ ଦିବ୍ୟାଙ୍ଗବ୍ୟକ୍ତିସଶକ୍ତୀକରଣବିଭାଗମନ୍ତ୍ରୀଶ୍ରୀ ଅଶୋକଚ୍ଦ୍ର ପଣ୍ଡାମୁଖ୍ୟ ଅତିଥି ଭାବେଯୋଗଦେଇଥିଲେ ।ସୁକିନ୍ଦାବିଧାୟକଶ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, କଳିଙ୍ଗନଗରର ଅତିରିକ୍ତଜିଲ୍ଲାପାଳଶ୍ରୀସନ୍ତୋଷକୁମାରମିଶ୍ର ଓ ଟାଟାଷ୍ଟିଲକର୍ପୋରେଟ୍ସେବାବିଭାଗରମହାପ୍ରବନ୍ଧକଶ୍ରୀରମାରମଣଶତପଥୀ ପ୍ରମୁଖ ଅତିଥି ଭାବେଯୋଗଦେଇ କଳିଙ୍ଗନଗରପାଶ୍ୱର୍ବର୍ତ୍ତୀ ଅଞ୍ଚଳର ଦିବ୍ୟାଙ୍ଗବ୍ୟକ୍ତିମାନଙ୍କୁଉକ୍ତଉପକରଣଗୁଡ଼ିକ ପ୍ରଦାନ କରିଥିଲେ ।ଏହାପୂର୍ବରୁ ଆୟୋଜିତ ଏକ ଆକଳନ ଶିବିରରେହିତାଧିକାରୀମାନଙ୍କୁଚିହ୍ନଟକରାଯାଇଥିଲା । ଯାଜପୁରଜିଲ୍ଲାସ୍ୱାସ୍ଥ୍ୟବିଭାଗ ଓ ‘ନିରତାର’ସହଯୋଗରେଉକ୍ତକାର୍ଯ୍ୟକ୍ରମର ଆଯୋଜନ କରାଯାଇଥିଲା । ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ପଣ୍ଡାଟାଟାଗ୍ରୁପରବିଭିନ୍ନକଲ୍ୟାଣମୂଳକକାର୍ଯ୍ୟକୁ ପ୍ରଶଂସାକରିବାସହିତମହାକାଶବିଜ୍ଞାନ ପ୍ରତି ଆଗ୍ରହସୃଷ୍ଟିକରିବାଲକ୍ଷ୍ୟନେଇଟାଟାଷ୍ଟିଲ, ବିଜ୍ଞାନ ଓ ପ୍ରଯୁକ୍ତିବିଭାଗସହିତମିଶିକାର୍ଯ୍ୟକରୁଥିବା ପ୍ରକାଶକରିଥିଲେ । ଆଗାମୀ ଦିନରେଏମଏଲ୍ଏ ଓ ଏମପିଲାଡ୍ ଫଣ୍ଡରେଦିବ୍ୟାଙ୍ଗବ୍ୟକ୍ତିମାନଙ୍କ ପାଇଁ ଅଧିକସହାୟତାବ୍ୟବସ୍ଥାଲାଗି ଉଦ୍ୟମକରାଯାଉଛିବୋଲି ପ୍ରକାଶକରିଥିଲେ । ସୁକିନ୍ଦାବିଧାୟକଶ୍ରୀ ପ୍ରିତିରଞ୍ଜନ ଘଡାଇଟାଟାଷ୍ଟିଲରଏହିକାର୍ଯ୍ୟକ୍ରମକୁ ପ୍ରଶଂସାକରିବାସହିତଏହାକୁଉଭୟସୁକିନ୍ଦା ଓ ଦାନଗଦି ବ୍ଲକକୁସମ୍ପ୍ରସାରଣକରିବା ପାଇଁ ପ୍ରସ୍ତାବ ଦେଇଥିଲେ ।
ଟାଟାଷ୍ଟିଲଓଡ଼ିଶାସିଏସ୍ଆରବିଭାଗମୁଖ୍ୟଶ୍ରୀ ଅମ୍ବିକା ପ୍ରସାଦ ନନ୍ଦ କହିଥିଲେ ଯେ, ଦିବ୍ୟାଙ୍ଗଲୋକଙ୍କ ପାଇଁକମ୍ପାନୀ ପକ୍ଷରୁସମସ୍ତ ପ୍ରକାରସହାୟତାଯୋଗାଇ ଦିଆଯିବ ।ଏହାସହିତ ଆଗାମୀ ଦିନରେଏଭଳି ଅନେକଶିବିରର ଆୟୋଜନକରାଯିବବୋଲିସେସୂଚନା ପ୍ରଦାନ ଦେଇଥିଲେ ।ଉକ୍ତ ଅବସରରେସୁକିନ୍ଦାବ୍ଲକ୍ ଅଧ୍ୟକ୍ଷାଶ୍ରୀମତୀ ପଦ୍ମାବତୀ ଯେନା, ଉପଧ୍ୟକ୍ଷ, ଶ୍ରୀ ଦିବ୍ୟରଂଜନ ବରାଳ , ଜିଲ୍ଲା ପରିଷଦ ସଦସ୍ୟାଶ୍ରମତୀଭାଗ୍ୟଲକ୍ଷ୍ମୀରାଉତ, ଶ୍ରମତୀସ୍ୱର୍ଣ୍ଣପ୍ରଭାମଲ୍ଲିକ୍ ପ୍ରମୁଖଉପସ୍ଥିତ ଥିଲେ ।