ଆର.ଉଦୟଗିରିରେ ଜିବନ ବିନ୍ଦୂ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆର.ଉଦୟଗିରି,(ଦେବାଶିଷ କାର୍ଜି):  ଶୁକ୍ରବାର ଦିନ ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ରାଜସ୍ୱ ଡାକ ବଙ୍ଗଳା ଠାରେ ମୋ ସରକାର ଜୀବନ ବିନ୍ଦୁ କାର୍ଯକ୍ରମ ରକ୍ତ ଦାନ ଶିବିର ରେ ୧୨୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା,ଉକ୍ତ କାର୍ଯ୍ୟକ୍ରମ ରେ ମାନ୍ୟବର ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ସମେତ ଜିଲ୍ଲା ସଭାପତି ପ୍ରଦୀପ ନାୟକ,ପୁର୍ବତନ SDC ଅଧକ୍ଷ ଅନ୍ତର୍ଯାମୀ ଗମାଙ୍ଗ,ବିଧାୟିକା ପ୍ରାର୍ଥୀ ପୁର୍ନବାସୀ ନାୟକ,ଜିଲ୍ଲା ଯୁବ ସଭାପତି. ଲିଙ୍ଗରାଜ ଗାରୁ,ଓଡିଶା ମୋ ପରିବାର ଜିଲ୍ଲା କୋର୍ଡିନେଟର ଇନ୍ଦିରା ପଟ୍ଟନାୟକ,ଆର.ଉଦୟଗିରି ବ୍ଲକ୍ ଚେୟରମ୍ଯାନ ଅମିତା ମଣ୍ଡଳ,ବ୍ଲକ୍ ସଭାପତି ଭୀମ ପାଇକ,ବରିଷ୍ଠ ବିଜେଡି ନେତା ତଥା ପୂର୍ବତ୍ତନ ଜିଲ୍ଲା ପରିଷଦ ଜଗବନ୍ଧୁ ଦାସ‌,ବ୍ଲକ୍ ଯୁବ ସଭାପତି ରାଜୁ ରଣସିଂ,ସାଂସଦ ପ୍ରତିନିଧି ଜେ ବଡିମୁଣ୍ଡି ମାଲକାନଗିରି କଲିମେଳା ବ୍ଲକ୍ କୋର୍ଡିନେଟର ମନୋଜ ମାଳି,ବ୍ଲକ୍ ମହିଳା ସଭନେତ୍ରୀ କଳ୍ପନା ଦଣ୍ଡସେନା,ମାମା ନାୟକ,ଜଗଦମ୍ବା ପାତ୍ର,ମଂଜୁରି ପାଇକ ସମାଜ ସେବି,ମନୁ ମାଝୀ,ମିଟୁ ଶବର,ତଥା ପ୍ରତ୍ୟେକ ଗ୍ରାମ ପଂଚାୟତ ର ସରପଞ୍ଚ ପୁଣି ସମିତି ସଭ୍ୟ ସଭ୍ୟା ଓ ରକ୍ତ ଦାତା ମାନେ ସକ୍ରିୟ ଭାବେ ଯୋଗଦାନ କରି ଉକ୍ତ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ